ଜରୁରୀ
ଜରୁରୀ Sukanta Sethy ସ୍ୱଳ୍ପ-ଅଳ୍ପ, ଅତ୍ୟ ଧିକ ଆଶା ବଢଇ ନିତି ଅଧିକ, ଜରୁରୀ ଜୀବନେ ନହୁଏ ପୂରିତ ଜରୁରୀରେ ରୀତ ସଭିଁଙ୍କ ଚିତ । ବ୍ୟସ୍ତ-ବହୁଳିତ ଜୀବନ ସ୍ରୋତ ନିମ୍ନଗାମୀ ସଦା ହୁଏ ପ୍ଳାବିତ, ଅନ୍ତେ ମିଶେ ନଇ ସାଗର ଦଧିରେ ଶରୀରର ଲୁପ୍ତି ଶ୍ମଶାନ ଘାଟରେ । ବୁଝେନା-ବୁଝେନା ଅବୁଝା ମନ ବଢଇ ତା ’ ଗେହ୍ଲା ଦିନକୁ ଦିନ, ଶାନ୍ତି ନୁହଁ ତାର ଜରୁରୀ ଖୁସି ଖୁସି ଲଭେ ସେ ଦୁନିଆ ଲୁଟି । ଭଲ-ମନ୍ଦ କଥା କିଏ ବୁଝଇ ଆପଣାଇ ନେଲ...